India Rail Ways Vacancies: ରେଳବାଇରେ ପ୍ରକାଶ ପାଇଲା ବିଜ୍ଞପ୍ତି: ମାସକୁ ଦରମା ମିଳିବ ୩୫ ହଜାର - OTV Khabar
India Rail Ways Vacancies: ରେଳବାଇରେ ପ୍ରକାଶ ପାଇଲା ବିଜ୍ଞପ୍ତି: ମାସକୁ ଦରମା ମିଳିବ ୩୫ ହଜାର – OTV Khabar
ସରକାରୀ ଚାକିରି ଆଶାୟୀଙ୍କ ଲାଗି ବଡ଼ ଖବର। ରେଳମନ୍ତ୍ରଣାଳ ପକ୍ଷରୁ ଚାକିରି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। କୋଙ୍କଣ ରେଳ ନିଗମ ଲିମିଟେଡ୍ (KRCL) ବୈଷିୟିକ ସହାୟକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚୁକ୍ତିନାମା ଅନୁଯାୟୀ ଏହି ପଦବୀରେ ନିଯୁକ୍ତି କରାଯିବ। ଏହି ପଦବୀରେ ନିଯୁକ୍ତ ହେବା ଲାଗି ଇଚ୍ଛୁକ ଥିବା ଆଶାୟୀମାନେ ସାକ୍ଷାତ୍କାରରେ ଉପସ୍ଥିତ ରହି ଇଂଟରଭ୍ୟୁ ଦେବା ଲାଗି କୁହାଯାଇଛି ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀଙ୍କ ଲାଗି ବଡ଼ ଖବର। ରେଳମନ୍ତ୍ରଣାଳ…
View On WordPress















