#anasara #that15days #nilasaila #ଅଣସର #ପଟିଦିଅଁ #ପଟିଠାକୁର #ନୀଳଶୈଳ ଅଣସର ସମୟ ଏବଂ ସମୟ ନବକଳେବରର ଭକ୍ତଙ୍କ ଦୃଷ୍ଟିରୁ କିଛି ସମୟ ପାଇଁ ହୁଅନ୍ତି ଅନ୍ତର୍ଦ୍ଧାନ, ଏହା ଏକ ଆଲୌକିକ ରୂପାୟନ ।। ଏହା ଏକ ଶୈଳ୍ପିକ ପ୍ରକିୟା ଯେଉଁଥିରେ ଅପୌରୁଷ ଦାରୁଦିଅଁ ଶାସ୍ତ୍ରସିଦ୍ଧ ପଟିଦିଅଁରେ ପୂଜିତ ଓ ପ୍ରକାଶିତ ହୁଅନ୍ତି । https://www.instagram.com/p/By2b7mvAAid/?igshid=xq7j73rwo1ny
Loading...








