ଜେଲ୍ରୁ ପାରୋଲରେ ଆସିଥିବା କଏଦୀଙ୍କ ଆତ୍ମହତ୍ୟା !
ଜେଲ୍ରୁ ପାରୋଲରେ ଆସିଥିବା କଏଦୀଙ୍କ ଆତ୍ମହତ୍ୟା !
<p>ସାଲେପୁର: ଜେଲ୍‌ରୁ ପାରୋଲରେ ଆସିଥିବା ଜଣେ କଏଦୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ ବରାହିପୁର ଗାଁରୁ ଏଭଳି ଅଭିଯୋଗ ଆସିଛି। ଗାଁର ରାଜ କିଶୋର ନାୟକ ନାମକ ଜଣେ ବ୍ୟକ୍ତି ଗତ ୨୦୦୮ ନଭେମ୍ବରରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଚୌଦ୍ୱାର ଜେଲ୍‌ରେ ଆଜୀବନ ସଜ୍ଜା କାଟୁଥିଲେ।</p> <p>୧୨ ବର୍ଷ ଜେଲ୍‌ରେ ରହିବା ପରେ ସେ ୪ ମାସ ପାଇଁ ପାରୋଲରେ ଆସିଥିଲେ। ଏହାପରେ ସେ ଆଉ ଜେଲ୍‌ ଯିବାକୁ ଚାହୁଁ…
View On WordPress













