#ବଡ଼ମ୍ବା ବ୍ଳକ ଅନ୍ତର୍ଗତ ରତାପାଟ ଗ୍ରାମ ପଞ୍ଚାୟତରୁ ୪୮ ଟି କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକ ଜିଲ୍ଲାପାଳ ରତାପାଟ ପଞ୍ଚାୟତକୁ ଆଜି ୦୪ ଟାରୁ ୩୧/୦୮ ରାତି ୧୨ ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । #Ratapata #contentment #Baramba #Cuttack #Odisha #coronapositive https://www.instagram.com/p/CEWkGDIB7ju/?igshid=1uiifpgcf2sfe
Loading...











