#ନୀଳଶୈଳ #nilasaila #jagannath #nilakandara କୋଉ ନିରଞ୍ଜନ ମାଳିକା ପୋଥିର ଲେଖା ଶୂନ୍ୟଦେହୀ ଜଗନ୍ନାଥ ଦିନେ ନୀଳକନ୍ଦର ତେଜ୍ୟା କରି ଏହି ଶୂନ୍ୟଗିରିକୁ ଫେରିଆସିବେ । ସତକୁ ସତ, ଜଗନ୍ନାଥ କିଛିକାଳପାଈଁ ଏହି ଶୂନ୍ୟଗିରିର ଗୋଟିଏ କନ୍ଦରରେ ବିଜେ କରିଥିଲେ । ତାହା ଖୋର୍ଦ୍ଧା ରାଜା ପୁରୁଷୋତ୍ତମ ଦେବଙ୍କ ୨୧ଶ ଅଙ୍କର ଘଟଣା । https://www.instagram.com/p/B1kdxctAla-/?igshid=2hp09tt83hsa










