Treatment of Malaria - ମ୍ୟାଲେରିଆ ରୋଗର ଚିକିତ୍ସା
Treatment of Malaria – ମ୍ୟାଲେରିଆ ରୋଗର ଚିକିତ୍ସା
ଯେଉଁଠି ମାଇକ୍ରୋସ୍କୋପ ଦ୍ଵାରା ମ୍ୟାଲେରିଆ ରୋଗୀଙ୍କ ଫଳାଫଳ ୨୪ ଘଣ୍ଟା ମଧ୍ୟରେ ମିଳିପାରିବ ସେଠାରେ ରକ୍ତକାଚ ନମୁନା ସଂଗ୍ରହ କରି ଲାବୋରେଟରିକୁ ପରୀକ୍ଷା ପାଇଁ ପଠାଯାଏ। ଯେଉଁଠି ମାଇକ୍ରୋସ୍କୋପ ଦ୍ଵାରା ମ୍ୟାଲେରିଆ ରୋଗୀଙ୍କ ଫଳାଫଳ ୨୪ ଘଣ୍ଟା ମଧ୍ୟରେ ମିଳିପାରିବ ନାହି ସେଠାରେ ଆର.ଡ଼ି.ଟି (RDT) ଦ୍ଵାରା ରକ୍ତ ପରୀକ୍ଷା କରି ଚିକିତ୍ସା କରାଯାଏ। EDCT – Early Detection Complete Treatment ଯଥା ଶୀଘ୍ର ରୋଗ ଚିହ୍ନଟ କରି ସମ୍ପୂର୍ଣ ଚିକିତ୍ସା କରିବା ରୋଗ ଯଥାଶୀଘ୍ର…
View On WordPress










