ଜ୍ଞାନୀଜନ ପ୍ରାର୍ଥନା କରି ତାଙ୍କର ଆଭାମଣ୍ଡଳ ଓ ଜ୍ୟୋତିରୂପ ଆବରଣକୁ ଦୂରେଇ ଦେବାକୁ ନିବେଦନ କରିଥାନ୍ତି, ଯାହାର ମୂଳ ଅର୍ଥ ହେଉଛି, ନିଜେ ଉକ୍ତ ସ୍ୱରୂପର ଅନୁଷ୍ଠାନ କରି ସେହି ମଣ୍ଡଳରେ ପ୍ରବେଶ କରି ତାଙ୍କୁ (ପରମାତ୍ମାଙ୍କୁ) ଜାଣିବାକୁ ସକ୍ଷମ ହୁଅନ୍ତି । #dharmiq https://www.instagram.com/p/CUBxFWdBc0F/?utm_medium=tumblr








