ଭୁବନେଶ୍ୱର(ଦ କୁଇଭର): ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ । ପରୀକ୍ଷା ଫଳ ପୁସ୍ତକ ଉନ୍ମାଚନ କଲେ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ସକାଳ ୧୦ଟାରେ କଟକ ବୋର୍ଡ କାର୍ୟ୍ୟାଳୟରେ ଆନୁଷ୍ଠାନିକ ଭାବେ ପୁସ୍ତିକା ଉନ୍ମୋଚନ କରାଯାଇଛି । ଏଥର ପାସ ହାର ୯୬.୪୦ ପ୍ରତିଶତ ରହିଛି । ୩, ୨୨୨ ସ୍କୁଲର ପାସ ହାର ଶହେ ପ୍ରତିଶତ ରହିଛି । ଏଥର ବି କମାଲ କରିଛନ୍ତି ଛାତ୍ରୀ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ














